॥ ସୁସନ୍ତାନ ପାଇଁ ସ୍ୱାମୀ-ସ୍ତ୍ରୀ କିପରି ହେବା ଦରକାର ॥
ସନ୍ତାନର ଜନ୍ମଦାନ ଗୋଟିଏ ପରମ ପବିତ୍ର କାର୍ଯ୍ୟ । ଏଥି ପାଇଁ ସ୍ୱାମୀ-ସ୍ତ୍ରୀ
ଉଭୟଙ୍କ ସାଧନା ଓ ସଂଯମ ଦରକାର । ନହେଲେ ପଶୁ ମନୋବୃତ୍ତିସମ୍ପର୍ଣ୍ଣ
ସନ୍ତାନ ଜନ୍ମ ନେବ ।
ସୁପ୍ରଜନନ ହେବାକୁ ଗଲେ ପୁଣି ଦରକାର ସୁଵିବାହ । ସଙ୍ଗତିଶୀଳ ସମୀଚିନ
ବିବାହ ନ ହେଲେ ସୁସନ୍ତାନର ଜନ୍ମ ସୁଦରପରାହତ । ଆମ୍ଭମାନଙ୍କ ଦେଶରେ
ଏହି fundamental (ମୌଳିକ) ଦିଗଟିର ଉପରେ ଋଷିମାନେ ଖୁବ୍ ନଜର ଦେଉଥିଲେ ।
ତେଣୁ ଆମ୍ଭମାନଙ୍କ ଦେଶରେ ସାଧାରଣତଃ ବିଭିନ୍ନ କ୍ଷେତ୍ରରେ ଉପଯୁକ୍ତ
ମଣିଷର ଅଭାବ ହେଉ ନଥିଲା ।
ଆଜି ମଣିଷ ଖୋଜି ମିଳୁନାହିଁ । ତାର କାରଣ ବିବାହରେ ଗଣ୍ଡଗୋଳ ।
ପୁଣି, ବିବାହ ଠୀକ ଭାବରେ ହେଲେମଧ୍ୟ ସ୍ୱାମୀ-ସ୍ତ୍ରୀର
ତପସ୍ୟା ପରାୟଣତା ଓ ବିହିତ ଚଳନର ଅଭାବରୁ
ପ୍ରବୃତ୍ତିପରାୟଣ, ଶ୍ରଦ୍ଧାହୀନ, ରୁଗ୍ଣ, ଦୁର୍ବଳ, ସ୍ୱାର୍ଥପର,
ସଂକୀର୍ଣ୍ଣମନା, କ୍ଷୀଣମସ୍ତିଷ୍କ, ପ୍ରତିଭାହୀନ ମଣିଷର ଆମଦାନୀ
ବେଶୀ କରି ହେଉଛି ।
ଏହା ଭିତରେ କେତେବେଳେ କେମିତି କିଛି-କିଛି ଭଲ ଲୋକ
ଜନ୍ମ ନେଉଛନ୍ତି, ତେଣୁ ସେମାନଙ୍କ ଦୌଲତରେ ସମାଜ ଟେକିଅଛି ।
ନହେଲେ ଆଉ ବଞ୍ଚିବାର ବାଟ ନଥିଲା ।
— ଶ୍ରୀ ଶ୍ରୀ ଠାକୁର
ଆ.ପ୍ର. ୧୦/୧୮.୧.୧୯୪୮
How should husband and wife be in order to have good offspring?
The act of giving birth to a child is a supremely sacred duty.
For this, both husband and wife must practice discipline and self-restraint.
Otherwise, offspring will be born with animalistic tendencies.
For noble procreation, a proper and harmonious marriage is essential.
Without a compatible and suitable marriage, the birth of good children is severely hindered.
In our country, the sages paid great attention to this fundamental aspect.
Therefore, in earlier times, there was no shortage of capable individuals in various fields.
Today, it's hard to find such worthy people. The reason lies in the disorder of marriages.
Even if the marriage happens correctly, the lack of ascetic dedication
and righteous conduct in husband and wife leads to the production of
materialistic, faithless, sickly, weak, selfish, narrow-minded,
mentally exhausted, and talentless individuals.
Still, occasionally, some good people are born, and it is by their wealth (of character)
that society continues to stand.
Otherwise, there would have been no way left to survive.
— Sri Sri Thakur -
A .P. 10/ 18.01.1948